~: ଆମ ବିଷୟ ରେ :~


Aadyasha Media & Entertainment PVT.LTD ଭାରତ ସରକାର ଙ୍କ କମ୍ପାନୀ ଆଇନ ଅନୁଯାୟୀ ପଂଜିକୃତ କମ୍ପାନୀ | ଏହାର Incorporation No U92490OR2022PTC039853. Date- ୨୬/୦୫/୨୦୨୨ ଅଟେ । ଆମର ଏହି କମ୍ପାନୀ ଦ୍ୱାରା 4ଟି Newsportal

  1. Aadyasha News
  2. Aadyasha infotech
  3. Aadyasha News Odia
  4. Aadyasha News Epaper
ପରିଚାଳିତ ହେଉଥିବା ବେଳେ ସହଯୋଗୀ ସଂସ୍ଥା Aadyasha Infotech ଦ୍ୱାରା ରାଉରକେଲା ରୁ ଦୈନିକ ଇଂରାଜି ଖବର କାଗଜ Aadyasha News ପ୍ରକାଶ ପାଉଛି । ଏହା ଛଡା ମନୋରଞ୍ଜନ ପାଇଁ Aadyasha Music ନାମ ରେ ଏକ youtube ଚ୍ୟାନେଲ https://www.youtube.com/@aadyashamusic1223 ରହିଛି ଯେଉଁଥିରେ କି ବ୍ୟବସାୟିକ ସଂଗୀତ ମଧ୍ୟ ପ୍ରଯୋଜନା କରାଯାଉଛି । ଦୀର୍ଘ ଦିନ ରୁ ଓଡିଶା ର ସମସ୍ତ ସାମ୍ବାଦିକ ଙ୍କ ସୂଚନା କୁ ନେଇ ଏକ Directory କରିବାର ଯେଉଁ ଇଚ୍ଛା ରହିଥିଲା ତାହା odisha journalist ୱେବ ପୋର୍ଟାଲ ଓ ଆପ୍ପ ମାଧ୍ୟମ ରେ ଆମେ ଚେଷ୍ଟା କରିଛୁ । ଏ ସମ୍ପର୍କ ରେ ଆପଣଙ୍କର ମତାମତ ସ୍ୱାଗତଯୋଗ୍ୟ ।


ଶ୍ରୀଯୁକ୍ତ ସରୋଜ କୁମାର ରାଉତ

ଅଧ୍ୟକ୍ଷ

ଶ୍ରୀମତୀ ରଶ୍ମିତା ରାଉତ

ପରିଚାଳନା ନିର୍ଦେଶିକା